Saturday, January 31, 2026

ବଲାଙ୍ଗିର

୯ ଦାଦନ ଶ୍ରମିକ ଉଦ୍ଧାର, ୩ ସର୍ଦ୍ଦାର ଗିରଫ

ଟିଟିଲାଗଡ,୧୮/୧୨(ଜେଏନ୍ଏସ), ଟିଟିଲାଗଡ ପୁଲିସ ପକ୍ଷରୁ ବେଆଇନ ଭାବରେ ଚାଲାଣ କରାଯାଉଥିବା ୯ ଜଣ ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରାଯିବା ସହ ଘଟଣାରେ ସଂପୃକ୍ତ ୩ ଦାଦନ ସର୍ଦ୍ଧାର ଙ୍କୁ ଗିରଫ କରାଯାଇଛି।ସୂଚନା...

କାମ ରେ ଲାଗୁନି ଶୀତକାଳୀନ ରାତ୍ରୀ ଆଶ୍ରୟ ସ୍ଥଳୀ ପ୍ରବଳ ଶୀତ ରେ ରାସ୍ତା କଡ଼ରେ ବାସହୀନ ଙ୍କ କଟୁଛି ରାତି

ଟିଟିଲାଗଡ,୧୭/୧୨(ଜେଏନଏସ),ଟିଟିଲାଗଡ ସର୍ଗିଗୁଡ଼ା ଠାରେ ଥିବା ପୌର ପରିଷଦ ର ପୁରୁଣା କୋଠାରେ ଅସ୍ଥାୟୀ ଭାବେ ବାସହୀନ ଙ୍କ ପାଇଁ ଶୀତକାଳୀନ ଆଶ୍ରୟ ସ୍ଥଳୀ ର ବ୍ୟବସ୍ଥା କରାଯାଇଛି।ତେବେ ସହର ଉପାନ୍ତରେ ଥିବା ଏହି...

ଦଶ ଦିନ ଧରି ବିଏସଏନ୍ଏଲ ସେବା ଠପ୍,ଉପଭୋକ୍ତା ହନ୍ତସନ୍ତ

ଟିଟିଲାଗଡ,୧୭/୧୨(ଜେଏନ୍ଏସ), ଟିଟିଲାଗଡ ବ୍ଲକ ଅନ୍ତର୍ଗତ ନାରେନ୍ ପଞ୍ଚାୟତରେ ୧୦ ଦିନ ରୁ ଉର୍ଦ୍ଧ୍ବ ଧରି ବିଏସଏନ୍ଏଲ ସେବା ଠପ୍ ହୋଇପଡ଼ିବା ଯୋଗୁଁ ଗ୍ରାହକ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି।ସରକାରୀ ଉଦ୍ୟୋଗ ଭାରତ ସଂଚାର...

ମହିଳା ଙ୍କ ସହଯୋଗ ବିନା ବିକଶିତ ରାଷ୍ଟ୍ର ଗଠନ ଅସମ୍ଭବ, ମହିଳା ସହଭାଗିତା କର୍ମଶାଳା

ଟିଟିଲାଗଡ,୧୬/୧୨(ଜେଏନଏସ),ଭାରତ ବିକାଶ ପରିଷଦ ଟିଟିଲାଗଡ ଶାଖା ଆନୁକୁଲ୍ୟରେ ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ପରିସରରେ ଓଡ଼ିଶା ପଶ୍ଚିମ ପ୍ରାନ୍ତ ମହିଳା ସହଭାଗିତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ପଶ୍ଚିମ ପ୍ରାନ୍ତ ଉପ ସଭାପତି...

ପ୍ରାଥମିକ ଜୀବନ ସହାୟତା ପ୍ରଶିକ୍ଷଣ ଶିବିର

ଟିଟିଲାଗଡ,୧୨/୧୨(ଜେଏନଏସ),ଇମିସ,ଟିଟିଲାଗଡ ସାମ୍ବାଦିକ ସଂଘ ଓ ରାଜସ୍ଥାନୀ ହେଲ୍ଥ ଫାଉଣ୍ଡେସନ ର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ପୌର କଲ୍ୟାଣ ମଣ୍ଡପ ପରିସରରେ ହୃଦଘାତ ସମ୍ବନ୍ଧୀୟ ପ୍ରାଥମିକ ଜୀବନ ସହାୟତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ...

Popular

spot_imgspot_img

Important: Unauthorized Copying Prohibited

This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.

For permissions or inquiries, please contact us directly.