Monday, December 8, 2025

ଜିଲ୍ଲା

ରକ୍ତ ସମ୍ପର୍କରେ ଛିଟା… ଜମି ବିବାଦକୁ ନେଇ ବୃଦ୍ଧ ବାପାଙ୍କୁ ପେଟ୍ରୋଲ ଢ଼ାଳି ହତ୍ୟା କଲା ପୁଅ

ଟିଟିଲାଗଡ଼,୨୫/୬(ଜେଏନ୍ଏସ୍), ସାଂପ୍ରତିକ ସମାଜରେ ଧନ ସମ୍ପତ୍ତି ତୁଳନାରେ ରକ୍ତ ସମ୍ପର୍କ ଯେ କେତେ ମୂଲ୍ୟହୀନ ତାହାର ନିଚ୍ଛକ ଉଦାହରଣ ଟିଟିଲାଗଡ଼ ଥାନା ଅନ୍ତର୍ଗତ ଦର୍ଲୋ ଗ୍ରାମରେ ଘଟିଥିବା ଅଭାବନୀୟ ଘଟଣାରେ ଦେଖିବାକୁ ମିଳିଛି...

କୋଷାଗାର ନିର୍ଦ୍ଦେଶାଳୟ ସାଂସ୍କୃତିକ ପରିଷଦ, ଭୁବନେଶ୍ଵରର ବାର୍ଷିକ ଉତ୍ସବ ଅନୁଷ୍ଠିତ : ପ୍ରଶଂସା ସାଉଁଟିଲା ସାମାଜିକ ନାଟକ ‘ଅକାହାଣୀ’

ଭୁବନେଶ୍ଵ୨୪/୦୬(ଜେଏନ୍ଏସ୍), ସାଂସ୍କୃତିକ ଉତ୍ସବ ଆମ ଜୀବନଚର୍ଯ୍ୟାକୁ ଋଦ୍ଧିମନ୍ତ ଏବଂ ଭ୍ରାତୃଭାବକୁ ସୁଦୃଢ କରିଥାଏ । ଜୀବନକୁ ଏହା ଆମୋଦଦାୟକ ଏବଂ ଅର୍ଥପୂର୍ଣ୍ଣ କରିଥାଏ । ନିଜ ଈପସିତ ସ୍ୱପ୍ନପୂରଣ ପାଇଁ ଏହା ନୂତନ...

ଟିଟିଲାଗଡ଼ରେ ଭାରତ ବିକାଶ ପରିଷଦ ପକ୍ଷରୁ ମହିଳା ସହଭାଗିତା କାର୍ଯ୍ୟକ୍ରମ

ଟିଟିଲାଗଡ଼ ୨୪/୬(ଜେଏନଏସ), ଭାରତ ବିକାଶ ପରିଷଦ ଟିଟିଲାଗଡ଼ ଶାଖା ପକ୍ଷରୁ ମହିଳା ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ମହିଳା ଓ ବାଳବିକାଶ ସଚୀବ ଗୀତାଞ୍ଜଳି ଭୋଇଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଶାଖା...

ପ୍ରଜାପିତା ବ୍ରହ୍ମାକୁମାରୀ ଅନୁଷ୍ଠାନ ପକ୍ଷରୁ ଜେଲ ଅନ୍ତେବାସୀଙ୍କୁ ରାଜଯୋଗ ପ୍ରଶିକ୍ଷଣ।

ଟିଟିଲାଗଡ଼,୨୨/୬(ଜେଏନ୍ଏସ୍), ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ସ୍ଥାନୀୟ ପ୍ରଜାପିତା ବ୍ରହ୍ମା କୁମାରୀ ଅନୁଷ୍ଠାନ ପକ୍ଷରୁ ଜେଲ ଅନ୍ତେବାସିଙ୍କ ପାଇଁ ରାଜଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜେଲ ଅନ୍ତେବାସୀମାନେ କିପରି ଶାରୀରିକ...

ଏସ୍.ସି.ଡ଼ି ଚକ୍ଷୁ ଚିକିତ୍ସାଳୟରେ ରେଟିନା ପରୀକ୍ଷଣ ଯନ୍ତ୍ର ଲୋକାର୍ପିତ ।

ଟିଟିଲାଗଡ଼,୨୨/୬(ଜେଏନ୍ଏସ୍), ଟିଟିଲାଗଡ଼, ପିପଲପଦର ସ୍ଥିତ ଏସ୍.ସି.ଡ଼ି ଚକ୍ଷୁଚିକିତ୍ସାଳୟରେ ରେଟିନା ପରୀକ୍ଷଣ ଯନ୍ତ୍ର ଶନିବାର ଲୋକାର୍ପିତ ହୋଇଛି । ପ୍ରକାଶ ଯେ, ଦୀର୍ଘ ବର୍ଷରୁ ଏହି ଚିକିତ୍ସାଳୟରେ ଚକ୍ଷୁ ଚିକିତ୍ସା ସହ ଅସ୍ତ୍ରୋପଚାର ହୋଇଆସୁଥିଲା...

Popular

spot_imgspot_img

Important: Unauthorized Copying Prohibited

This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.

For permissions or inquiries, please contact us directly.