Tuesday, February 3, 2026

ଆଞ୍ଚଳିକ

ଅଗ୍ନିବୀର ଯୋଜନା ମାଧ୍ୟମରେ ସମ୍ବଲପୁର ଠାରେ ଆର୍ମି ନିଯୁକ୍ତି ପଞ୍ଜୀକରଣ ଆରମ୍ଭ ।

ଟିଟିଲାଗଡ଼,୨୧/୦୩/୨୦୨୫,(ଜେଏନଏସ): ଅନୁଗୁଳ, ବରଗଡ, ବଲାଙ୍ଗିର, ଢେଙ୍କାନାଳ, ଦେବଗଡ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁବର୍ଣପୁର ଓ ସୁନ୍ଦରଗଡ ଜିଲ୍ଲାର ଯୋଗ୍ୟ ପ୍ରାର୍ଥୀଙ୍କ ନିମନ୍ତେ ଅଗ୍ନିବୀର ଯୋଜନା ମାଧ୍ୟମରେ ଆର୍ମି ନିଯୁକ୍ତି ପଞ୍ଜୀକରଣ ଆରମ୍ଭ ହୋଇଛି...

ଦୁଇ ପୌରଅଧିକାରୀଙ୍କ ନାଁ ରେ ବିଦ୍ୟୁତ ଚୋରି ଅଭିଯୋଗ

ଟିଟିଲାଗଡ଼,୧୬/୦୩/୨୦୨୫,(ଜେଏନ୍ଏସ୍) :ଟିଟିଲାଗଡ଼ ପୌରପରିଷଦର ପୂର୍ବତନ ପୌରଅଧିକାରୀ ଓ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବିଦ୍ୟୁତ ଚୋରି କରୁଥିବା ନେଇ ଟାଟା ପାୱାର ଅଧିକାରୀ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ପୂର୍ବତନ ପୌରନିର୍ବାହୀ ଅଧିକାରୀ...

ହିଯକ୍ଷ୍ୟ ତାଣ୍ଡି ସଇଁତଳା ନୋଟାରୀ ନିଯୁକ୍ତ

ସଇଁତଳା,୧୫/୦୩/୨୦୨୫,(ଜେଏନ୍ଏସ୍) : ସ୍ଥାନୀୟ ବରିଷ୍ଠ ଆଇନଜୀବୀ ହିଯକ୍ଷ୍ୟ ତାଣ୍ଡି ସଇଁତଳା ନୋଟାରୀ ଭାବରେ ନିଯୁକ୍ତ ହୋଇଛନ୍ତି । ଭାରତ ସରକାରଙ୍କ ବିଧି ଓ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ନୋଟାରୀ ଆକ୍ଟ୍ ୧୯୫୨(୫୩) ଅନ୍ତର୍ଗତ...

ମୁକେଶ ଜୈନଙ୍କ ଘର ବାହୁଡ଼ା

ଟିଟିଲାଗଡ଼,୧୫/୦୩/୨୦୨୫,(ଜେଏନ୍ଏସ୍) : ପୂର୍ବତନ ବିଜେପି ବଲାଙ୍ଗୀର ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ ବିଜେଡି ଛାଡ଼ି ବିଜେପିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ପାଟଣାଗଡ଼ ଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ,  ସାଂସଦ...

ଚୋରି ବାଇକ ଉଦ୍ଧାର ୨ ଅଭିଯୁକ୍ତ ଗିରଫ

ଟିଟିଲାଗଡ଼,୧୨/୦୩/୨୦୨୫,(ଜେଏନ୍ଏସ୍ ବ୍ୟୁରୋ) : ଟିଟିଲାଗଡ଼ ଥାନା ଅନ୍ତର୍ଗତ କୁମୁଡ଼ି ପଦର ଗ୍ରାମରୁ ଚୋରି ହୋଇଥିବା ଏକ ବାଇକକୁ ପୁଲିସ ଉଦ୍ଧାର କରିବା ସହ ୨ ଅଭିଯୁକ୍ତକୁ ଗିରଫକରି କୋର୍ଟ ଚାଲାଣ କରିଛି ।...

Popular

spot_imgspot_img

Important: Unauthorized Copying Prohibited

This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.

For permissions or inquiries, please contact us directly.