Sunday, February 1, 2026

ଆଞ୍ଚଳିକ

ଲକ୍ଷେଘର ଗଣ୍ଡା ସମାଜ ପକ୍ଷରୁ ନୂଆଖାଇ ଭେଟଘାଟ

ଟିଟିଲାଗଡ,୮/୯(ଜେଏନଏସ), ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଜଗୁଆ ଗ୍ରାମ କଲ୍ୟାଣ ମଣ୍ଡପ ପରିସରରେ ଲକ୍ଷେଘର ଗଣ୍ଡା ସମାଜ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସଭାପତି ଅର୍ଜୁନ ନାଗ ଙ୍କ ଅଧ୍ୟକ୍ଷତା...

ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ

ଟିଟିଲାଗଡ଼,୮/୯(ଜେଏନଏସ), ପୂର୍ବତନ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ତଥା ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ(୬୮) ଙ୍କ ସୋମବାର ଚେନ୍ନାଇ ସ୍ଥିତ ମହାତ୍ମାଗାନ୍ଧୀ ମେମୋରିଆଲ ହସ୍ପିଟାଲ ଠାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି ।...

ଜି.ଇ.ଡି. ଡିଭିଜନ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟରେ ବ୍ୟାପକ ଅନିୟମିତତା, ଯନ୍ତ୍ରୀ ସାଜିଛନ୍ତି ଠିକାଦାର,ସହଭାଗିତାରେ ଚାଲିଛି କାମ

ଟିଟିଲାଗଡ,୭/୯(ଜେ.ଏନ୍.ଏସ୍), ଟିଟିଲାଗଡ଼ ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ଠାରେ ଜେନେରାଲ ଇଲେକ୍ଟ୍ରିକାଲ ଡିଭିଜନ(ଜିଇଡି) ଦ୍ଵାରା କରାଯାଇଥିବା ବିଭିନ୍ନ ରକ୍ଷଣାବେକ୍ଷଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ବିଭିନ୍ନ ସରକାରୀ...

ଠେଲା ବ୍ୟବସାୟୀ ଙ୍କ ମୃତଦେହ ଉଦ୍ଧାର

ଟିଟିଲାଗଡ,୬/୯(ଜେଏନଏସ), ଟିଟିଲାଗଡ ସହର ମଧ୍ୟରେ ଥିବା ଫ୍ଲାଏ ଓଭର ବ୍ରିଜ ଫୁଟପାଥ ନିକଟରୁ ଶନିବାର ସକାଳୁ ଝୁଲନ୍ତା ଅବସ୍ଥାରେ ଏକ ମୃତଦେହ ସ୍ଥାନୀୟ ପୁଲିସ ଉଦ୍ଧାର କରିଛି।ମୃତ ବ୍ୟକ୍ତି ଜଣକ ଛତିଶଗଡ଼ ସରେଇପାଲି...

ଟ୍ରେନ ଆଗକୁ ଡେଇଁ ମହିଳା ମୃତ

ଟିଟିଲାଗଡ,୬/୯(ଜେଏନଏସ),ଟିଟିଲାଗଡ - ବଲାଙ୍ଗୀର ରେଳ ଧାରଣା କିଲୋମିଟର ନଂ ୭୪୦ ନିକଟରୁ ଏକ ମହିଳା ଙ୍କ ମୃତଦେହ ବଲାଙ୍ଗୀର ରେଳବାଇ ପୁଲିସ ଜବତ କରିଛି।ମୃତ ମହିଳା ଜଣକ ଟିଟିଲାଗଡ ସ୍ଵାଧୀନ ପଡ଼ା ନିବାସୀ...

Popular

spot_imgspot_img

Important: Unauthorized Copying Prohibited

This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.

For permissions or inquiries, please contact us directly.