Wednesday, December 10, 2025

ଟିଟିଲାଗଡ଼

ଚୋରା ଚାଲାଣ ବେଳେ ୨ କୁଇଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ଜବତ : ଗାଡ଼ି ଜବତ ସହ ଚାଳକ ଗିରଫ ।

ଟିଟିଲାଗଡ଼,୨୫/୦୭ (ଜେଏନ୍ଏସ୍) : ଟିଟିଲାଗଡ଼ ବିଜୁ ପଟ୍ଟନାୟକ ଛକ ନିକଟରୁ ଏକ ପିକଅପ୍ ଗାଡ଼ି ଯୋଗେ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣ ଗଞ୍ଜେଇକୁ ସ୍ଥାନୀୟ ପୁଲିସ ଗାଡ଼ି ସହ ଜବତ କରିଛି...

ତିନି ଦଶନ୍ଧି ପରେ ବି ହୋଇ ପାରିନି ୪୫୦ ମିଟର ଜମି ଅଧିଗ୍ରହଣ : ଲକ୍ଷ୍ୟଚ୍ୟୁତ ହୋଇଛି ୧୩୨ କୋଟିର “କଙ୍କଡାଜୋର” ପ୍ରକଳ୍ପ ।

ଟିଟିଲାଗଡ଼,୨୪/୦୭ (ଜେଏନ୍ଏସ୍) : ଶିଳ୍ପ ବିହୀନ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ଉପଖଣ୍ଡରେ ଚାଷ କାର୍ଯ୍ୟର ଉନ୍ନତି ପାଇଁ ଜଳ ସମ୍ପଦ ପରିଯୋଜନା ଅନ୍ତର୍ଗତ ୧୩୨ କୋଟି ଟଙ୍କା ବ୍ୟୟ ବରାଦରେ ପିଟାପଡ଼ା ଠାରେ...

ନୁଆଁମୁଣ୍ଡା ଗାଁରେ ଘର ଭୁଷୁଡ଼ି ୩ ଜଣ ଗୁରୁତର

ସଇଁତଳା,୨୨/୦୭ (ଜେଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ନୁଆଁମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁଁ ଘର ଭୁଷୁଡ଼ି ଗୋଟିଏ ପରିବାରର ୩...

ମିଲେଟ ଭିତ୍ତିକ ଜୀବିକା ଉଦ୍ୟୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଟିଟିଲାଗଡ଼,୨୨/୦୭ (ଜେଏନ୍ଏସ୍) : ଟିଟିଲାଗଡ଼ ବ୍ଲକ ଦେଶିଲ ଗ୍ରାମ ସ୍ଥିତ ଆଶା କାର୍ଯ୍ୟାଳୟ ପରିସରରେ ସୋମବାର ମିଲେଟ୍ ଭିତ୍ତିକ ଜୀବିକା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବଲାଙ୍ଗିର ନାବାର୍ଡ ଡି.ଡି.ଏମ୍...

ସାମ୍ବାଦିକଙ୍କ ପିତୃ ବିୟୋଗ

ଟିଟିଲାଗଡ଼,୨୨/୦୭ (ଜେଏନ୍ଏସ୍) : ସ୍ଥାନୀୟ ସାମ୍ବାଦିକ ଜିତୁ ସାହୁଙ୍କ ପିତା ବଳରାମ ସାହୁ (୬୫)ଙ୍କ ରବିବାର ରାତି ତାଙ୍କ ସର୍ଗୀଗୁଡ଼ା ସ୍ଥିତ ବାସଭବନରେ ପରଲୋକ ଘଟିଛି । କିଛି ମାସ ଧରି ସେ...

Popular

spot_imgspot_img

Important: Unauthorized Copying Prohibited

This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.

For permissions or inquiries, please contact us directly.