Monday, February 2, 2026

Janjagran Editor

852 POSTS

Exclusive articles:

ନିଖୋଜ ଫାଇନାନ୍ସ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ସଇଁତଳା,୦୨/୦୯,(ଜେଏନଏସ),ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ବଡ଼ମାଳ ଫାଣ୍ଡି ଅନ୍ତର୍ଗତ କାଲକୁଟ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଝୁଲନ୍ତା ଅବସ୍ଥାରେ ଥିବା ଏକ ଶବକୁ ପୁଲିସ ଉଦ୍ଧାର କରିଛି । ଘଟଣାକୁ ନେଇ ପୁଲିସ ପକ୍ଷରୁ...

ତେରାପନ୍ଥ ମହିଳା ମଣ୍ଡଳ ସମ୍ବର୍ଦ୍ଧିତ

ଟିଟିଲାଗଡ଼,୦୧/୦୯(ଜେଏନ୍ଏସ୍): ପୌର ପରିଷଦ ପକ୍ଷରୁ ଅନୁଷ୍ଠିତ ୮୬ ତମ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ସମାଜ ସେବାରେ ଉତ୍ସର୍ଗୀକୃତ ସ୍ଥାନୀୟ ତେରାପନ୍ଥ ମହିଳା ମଣ୍ଡଳକୁ ସମ୍ବର୍ଦ୍ଧିତ କରାଯାଇଛି । ପୌର ଅଧ୍ୟକ୍ଷା...

୧୪୦ କେଜି ଗଞ୍ଜେଇ ଜବତ ମାମଲା ଫେରାର ଅଭିଯୁକ୍ତ ମହିଳା ଗିରଫ

ଟିଟିଲାଗଡ଼,୦୧/୦୯(ଜେଏନ୍ଏସ୍): ଅବକାରୀ ପୁଲିସ ତିନି ମାସ ତଳେ ଟିଟିଲାଗଡ଼ ସହରରୁ ଚୋରା ଚାଲାଣ ହେବାକୁ ଥିବା ୧୪୦ କେଜି ଗଞ୍ଜେଇ ଜବତ ସହ ୩ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା...

ଟିଟିଲାଗଡ଼ରେ ୮୬ ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଟିଟିଲାଗଡ଼,୩୧/୦୮(ଜେଏନ୍ଏସ୍):ଟିଟିଲାଗଡ଼ ପୌରପରିଷଦ ପକ୍ଷରୁ ୮୬ତମ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ସହର ମଧ୍ୟରେ ଥିବା ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକ...

ଛତିଶଗଡ଼ର ୨ ଶିଶୁ ଟିଟିଲାଗଡ଼ ରେଳ ଷ୍ଟେସନରୁ ଉଦ୍ଧାର

ଟିଟିଲାଗଡ଼,୩୧/୦୮(ଜେଏନ୍ଏସ୍): ଟିଟିଲାଗଡ଼ ରେଳ ସୁରକ୍ଷା ବଳ (ଆର.ପି.ଏଫ) ପୁଲିସ ଷ୍ଟେସନ ପରିସରରୁ ୨ ଜଣ ଶିଶୁଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଛତିଶଗଡ଼ ବାଗବାହାରା ଫୁଲୱାରୀ ପଡ଼ା ନିବାସୀ...

Breaking

ଜୀବନ ବୀମା ଅଭିକର୍ତ୍ତା ସଂଘ ର ୨୯ ତମ ସାଧାରଣ ବାର୍ଷିକ ସଭା

ଟିଟିଲାଗଡ,୦୨/୦୨(ଜେଏନଏସ),ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତ୍ତା ସଂଘ ଟିଟିଲାଗଡ ଶାଖା ର...

ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ର ବାର୍ଷିକ ସମାରୋହ

ଟିଟିଲାଗଡ,୩୧/୧(ଜେଏନଏସ),ଗୋଳାବାରୁଦ କାରଖାନା ବଡ଼ମାଳ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ -୧ ର...

୩୨ ତମ ବାର୍ଷିକ ଉତ୍ସବ ଏକାନ୍ତିକା ଅନୁଷ୍ଠିତ

ଟିଟିଲାଗଡ,୩୧/୧(ଜେଏନଏସ),ଟିଟିଲାଗଡ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୩୨ତମ ବାର୍ଷିକ...

ଗାଁ ଦାଣ୍ଡ ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଟିଟିଲାଗଡ,୨୯/୧(ଜେଏନଏସ),ଟିଟିଲାଗଡ ଥାନା ଅନ୍ତର୍ଗତ ଧରପଗଡ ଗ୍ରାମ ଉପରପଡ଼ା ଠାରେ ରାସ୍ତାକଡ ରୁ...
spot_imgspot_img

Important: Unauthorized Copying Prohibited

This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.

For permissions or inquiries, please contact us directly.