ବାର୍ଷିକ କ୍ରୀଡା ଉଦଯାପିତ

0
5

ଟିଟିଲାଗଡ଼,୨୦/୧୨(ଜେଏନ୍ଏସ), ସ୍ଥାନୀୟ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ବାର୍ଷିକ କ୍ରୀଡା ଉଦଯାପିତ ହୋଇଯାଇଛି। ଅଧ୍ୟକ୍ଷ ଗୁରୁବାରୁ ସେନ୍ଦୁରିଆ ଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନୀ ଉତ୍ସବରେ ମହିଳା ଡିଗ୍ରୀ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାମିନୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କୃତ୍ତି ପ୍ରତିଯୋଗୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଶିକ୍ଷୟିତ୍ରୀ ଲିଲି ପ୍ରଧାନ ସଭା ପରିଚାଳନା କରିଥିବା ବେଳେ କ୍ରୀଡା ଅଧିକାରୀ ଜଗନ୍ନାଥ ପିଡିକାକା ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ବେଲାଳ ସେନ ନାୟକ, ବବୁନ ସାହୁ,ଅଙ୍କିତା ମେହେର,ପ୍ରକାଶ ଚନ୍ଦ୍ର ପ୍ରଧାନ,ବିଜୟା ମେହେର, ଲିପସା ଆଚାରୀ, ଥବିର ସାହୁ,ଅନନ୍ତ ବିଶ୍ଵାଳ, ଅବଳ ମାଝୀ, ମନୀଷ ଦୀପ ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here